ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କେ. ସୀତାପୁର ଗ୍ରାମ ପଞ୍ଚାୟତ ରେ କେ.ତେଜେଶ୍ୱର ରାଓ ନୂତନ ସରପଞ୍ଚ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଗତ ଫେବୃଆରୀ 22 ତାରିଖ ରେ ହୋଇଥିବା ପଞ୍ଚାୟତ ନିର୍ବାଚନ ରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଭାବେ ନିର୍ବାଚନ ରେ ଯୋଗ ଦେଇଥିବା କେ.ତେଜେଶ୍ୱର ରାଓ ବିପୁଳ ସଂଖ୍ୟା ରେ ବିଜୟ ଲାଭ କରିଥିଲେ । ଅଦ୍ୟ ଦିନ ସେ ପୁର୍ବତନ ସରପଞ୍ଚ ପ୍ରାର୍ଥୀ ଶ୍ରୀମତୀ ଉରୀୟାନୀ ଶବର ଙ୍କ ଠାରୁ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ କହିଛନ୍ତି କି ସେ ଲୋକ ଙ୍କ ସହ ମିଶି ରହିବେ ଏବଂ ଯଥା ଶକ୍ତି ସେ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ଲୋକଙ୍କ ଗହଣ ରେ ଶପଥ ପାଠ କରିଛନ୍ତି । ଏଇ ପରିପ୍ରେକ୍ଷୀରେ ଲୋକମାନଙ୍କ ଗହଣ ରେ ବର୍ତ୍ତମାନ ସରପଞ୍ଚଙ୍କ ଜୟ ଜୟକାର ଶୁଭୁଛି ।
କେ.ସୀତାପୁର ଗ୍ରାମ ପଞ୍ଚାୟତ ରେ ଦାୟିତ୍ଵ ଗ୍ରହଣ କଲେ ନୂତନ ସରପଞ୍ଚ !!!

