ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବ୍ଳକ ସିଧା ମଡଙ୍ଗ ଗ୍ରାମ ପଞ୍ଚାୟତ ଠାରେ ରାଜତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଭାବେ ନିର୍ମିତ ଶ୍ରେଣୀ ଗୃହକୁ ରିବନ କାଟି ଶୁଭ ଉଦଘାଟନ କଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । ଏହି କାର୍ଯ୍ୟକ୍ରମ ରେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ.ତିରୁପତି ରାଓ, କାଶୀ ନଗର ବ୍ଳକ ଅଧ୍ୟକ୍ଷ। ବାଲ୍ଲା ସାୟମ୍ମା ଓ ସିଧା ମଡଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ଜୀ ସ୍ୱର୍ଣ୍ଣ ମଞ୍ଜରୀ ଯୋଗ ଦେଇଥିଲେ ।
ନଵ ନିର୍ମିତ ଶ୍ରେଣୀ କୋଠା ଗୃହକୁ ଉଦଘାଟନ କଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ !!!

