ନୟାଗଡ କେସି କ୍ଲବ ର କର୍ମକର୍ତ୍ତା ଚୟନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ର ସର୍ବ ପୁରାତନ କେସି କ୍ଲବ ର ସଭାପତି ଭାବେ ଭାଗିରଥି ଦାସ ନିର୍ବାଚିତ ହେଇଛନ୍ତି । ସମ୍ପାଦକ ଭାବେ ସଂଗ୍ରାମ କେଶରୀ ଗୁମାନସିଂ ନିର୍ବାଚିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ କାମେଶ ସାହୁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଉପ-ସଭାପତି ଏବଂ ଯୁଗ୍ମ ସମ୍ପାଦକ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି ।

 

Leave a Reply

Your email address will not be published. Required fields are marked *