ଜଳ ଦାନ ମହତ ପୁଣ୍ୟ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବଢୁଛି ଗ୍ରୀଷ୍ମର ପ୍ରକୋପ , ତା ସାଙ୍ଗକୁ ବଢୁଛି ତାତି . ଅସହ୍ୟ ଗରମ ରୁ ରକ୍ଷା ପାଇବା ପାଇଁ ଛାଇ ଜରୁରୀ ହୋଇଥିବା ସମୟରେ ବଢିଛି ପାନୀୟ ଜଳ ର ଚାହିଦା . କଟକ ଜିଲ୍ଲା ସାଲେପୁର ବଜାର ରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ . ସରସ୍ୱତୀ ବିଦ୍ୟାଳୟ ର ପିଲାମାନେ ଅଭିଭାବକ ଙ୍କ ଠାରୁ ଆଣିଥିବା କିଛି ପକେଟ ମନି ନିଜେ ଖର୍ଚ୍ଚ ନକରି ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ବଜାର କିଛି ସୁହୃଦୟ ବ୍ୟକ୍ତିଙ୍କ ସାହାଯ୍ୟରେ ଏକତ୍ରିତ ହୋଇ ବାଟରେ ଯାଉଥିବା ବାଟୋଇଙ୍କ ପାଇଁ ଦହିପାଣି ଓ ଲେମ୍ବୁପାଣି ର ବ୍ୟବସ୍ଥା କରିଛନ୍ତି .

Leave a Reply

Your email address will not be published. Required fields are marked *