କଳମଛୁଇଁ ପଞ୍ଚାୟତ ମଝିକା ସାହିର ୧୦ଦଫା ଦାବୀ ନେଇ ଆଲୋଚନା !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କଳମଛୁଇଁ ଗ୍ରାମ ପଞ୍ଚାୟତ ମଝିକା ସାହିର ବିଭିନ୍ନ ସମସ୍ୟା ସମ୍ପର୍କରେ ୧୦ ଦଫା ଦାବୀ ନେଇ ଆଲୋଚନା . ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏ ସମ୍ପର୍କରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସୁରକ୍ଷା ମଞ୍ଚର ସଭାପତି ମୁରଲୀଧର ସାହୁ, ୧୮ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଅମିୟ ପ୍ରଧାନ, ଉପାଧ୍ୟକ୍ଷା ଶ୍ରୀମତୀ ଅଂଚଳ ପ୍ରଧାନଙ୍କ ପ୍ରତିନିଧି ରାଜେଶ ସାହୁ, ସରପଞ୍ଚ ଅନିଲ ପ୍ରଧାନ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *