ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଲେ ମହିଳା ସ୍ବେଚ୍ଛାସେବୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ବ୍ରହ୍ମପୁର ପଞ୍ଚାୟତ ଭୋଇସାହି ରେ ଜନୈକ ବ୍ୟକ୍ତିଙ୍କ ଘର ବଜ୍ରପାତ ଜନିତ ଦୁର୍ଘଟଣାରେ ପୋଡ଼ି ହୋଇ ଯାଇଥିବା ଖବର ପାଇ ମହିଳା ସ୍ବେଚ୍ଛାସେବୀ ବର୍ଗ ସୁମିତା ଦେବତା, ମମତା ବେହେରା, ନିତୁଶ୍ରୀ ଦେବତା, ମମତା ନନ୍ଦ ଯାଇ ବିପନ୍ନ ପରିବାରକୁ ଶୁଖିଲା ଖାଦ୍ୟ, ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *