ଜାମୁପଶି ଗ୍ରାମ ପାଖ ପଡ଼ିଆରେ ହରିଣର ମୃତଦେହ ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନ ବିଭାଗ ଅଧିନସ୍ଥ ଜାମୁପଶୀ ଗ୍ରାମ ପାଖ ପଡିଆରୁ ଏକ ଜଙ୍ଗଲୀ ହରିଣର ମୃତଦେହ ଉଦ୍ଧାର କରାଯାଇଛି । ସୋମବାର ସକାଳୁ ଗ୍ରାମବାସୀ ମାନେ ପଡିଆରେ ହରିଣର ମୃତଦେହ ଦେଖି ତୁରନ୍ତ ସୁକିନ୍ଦା ବନ ବିଭାଗ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥିଲେ । ତେବେ ହରିଣର ମୃତ୍ୟୁ ର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *