ଏନ୍ଡ଼ିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ : ଓଡିଶା ପାଇଁ ଗୌରବର ବିଷୟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଇରଙ୍ଗପୁର ରୁ ରାଇସିନା ହିଲ୍ ! ରମାଦେବୀ ଛାତ୍ରୀ ରୁ ରାଷ୍ଟ୍ରପତି ! ରାଇରଙ୍ଗପୁର ମୁନିସିପାଲିଟି ର ଜଣେ କାଉନସିଲର ଭାବେ ନିଜ ରାଜନୈତିକ ଜୀବନ ଆରମ୍ଭ କରି ଓଡ଼ିଶା ସରକାରରେ ମନ୍ତ୍ରୀ ହେବା ପରେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ସଫଳତାର ସହ କାର୍ଯ୍ୟଭାର ସମ୍ପାଦନ କରିଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏନ୍ଡ଼ିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି . ଓଡିଶା ପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ !! ଜଣେ ଶିକ୍ଷୟତ୍ରୀରୁ ରାଷ୍ଟ୍ରପତି ଆସନରେ ବସିବାକୁ ଯାଉଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଏହି ଅବସରରେ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଓଡ଼ିଶାବାସୀ

Leave a Reply

Your email address will not be published. Required fields are marked *