ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଗତ କାଲି ବିଳମ୍ବିତ ରାତି ୧ ଘଟିକା ସମୟରେ ଭାପୁର ବ୍ଲକ କଇଁଫୁଲିଆ ଗ୍ରାମ ପଞ୍ଚାୟତ ଦୁଆଡିଆ ଗ୍ରାମ ର ପ୍ରମୋଦ ରାଉତ ଙ୍କ ଘରୁ ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୁତ୍ତ । ଏନେଇ ପ୍ରମୋଦ ରାଉତ ଫତେଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

