ପାରଳାରେ ପ୍ରସିଦ୍ଧ ହେରା ପଞ୍ଚମୀରେ ପ୍ରସାଦ ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଗୁଣ୍ଡିଚା ମନ୍ଦିର ର ଆନନ୍ଦ ବଜାର ଠାରେ ପବିତ୍ର ରଥଯାତ୍ରା ର ହେରାପଞ୍ଚମୀ ଉପଲକ୍ଷେ ମହାପ୍ରଭୁ ଶ୍ରୀ ଜଗତର ଜଗନ୍ନାଥଙ୍କ ପ୍ରସାଦ ବଣ୍ଟନ କରା ଯାଇଥିଲା । ଏହି ଅବସରରେ ଗଜପତି ଜିଲ୍ଲାର ବିଜେଡ଼ି ଯୁବନେତା ଇଂ.ରୂପେଶ ପାଣିଗ୍ରାହୀ ଓ ପାରଳାଖେମୁଣ୍ଡି ପୌର ପରିଷଦର ସମସ୍ତ କାଉନ୍ସିଲର ପ୍ରମୁଖ ଯୋଗଦେଇ ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରିଥିଲେ ।

Leave a Reply

Your email address will not be published. Required fields are marked *