କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବାହୁଡା଼ ଯାତ୍ରା ଅବସରରେ ଭକ୍ତ ଙ୍କୁ ମାର୍ଶାଘାଇ ବ୍ଲକ ସମସ୍ତ ପଞ୍ଚାୟତର ଗ୍ରାମୀଣ ରୋଜଗାର ସେବl ସଙ୍ଘ ପକ୍ଷରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ l କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଗ୍ରାମୀଣ ରୋଜଗାର ସେବା ସଙ୍ଘ ପକ୍ଷରୁ କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉ ଙ୍କ ବାହୁଡା଼ ଯାତ୍ରା ଅବସରରେ ବଡ଼ଦାଣ୍ଡ ଯାତ୍ରୀ ନିବାସ ଠାରେ ଦୁଇ ହଜାର ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସଙ୍ଘ ର ଏକାଧିକ କର୍ମୀ ଯୋଗଦେଇ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରିଥିଲେ l
ଗ୍ରାମୀଣ ରୋଜଗାର ସେବା ସଙ୍ଗ ପକ୍ଷରୁ ପ୍ରସାଦ ବଣ୍ଟନ !!!

