କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ଐତିହାସିକ ସହର କଟକର ମାନସିଂହ ପାଟଣା ଜଗନ୍ନାଥ ମନ୍ଦିରରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଯଥା ରୀତି ନୀତି ନିୟମ ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ହୋଇଛି । ସାସ୍କୃତିକ କାର୍ଯ୍ୟକ୍ରମ ସହିତ ରସଗୋଲା ବଣ୍ଟନ କାର୍ଯ୍ୟକ୍ରମ ଆଜିର ମୁଖ୍ୟ ଆକର୍ଷଣ ଥିଲା ।


