ମହାନଦୀ ହାଡିଆପଠା ରେ NGT ଟିମ୍ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ମହାନଦୀ ହାଡିଆ ପଠା ରେ ଏନଜିଟି ଟିମ୍‌ର ଅନୁଧ୍ୟାନ ଜାରି . ବାଲି ପୋତା ଯାଇଥିବା ୪୨୪ ଏକର ଜାଗା ରେ ୭ ଜଣିଆ ଟିମ୍‌ର ଅନୁଧ୍ୟାନ . ପୂର୍ବରୁ ମହାନଦୀ ପଠା ପୋତାଯିବା ଓ ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ ହୋଇଥିଲା , ଏନେଇ ଏନଜିଟିର ହସ୍ତକ୍ଷେପ ଲୋଡି ଏକାଧିକ ପିଟସନ ଦାଖଲ ହୋଇଥିଲା .

Leave a Reply

Your email address will not be published. Required fields are marked *