ହୀରାକୁଦ ରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ !!!

Spread the love

ସମ୍ବଲପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ହୀରାକୁଦ ଡ୍ଯାମରୁ ଆଜି ଛଡା ଯାଇଛି ଏ ବର୍ଷର ପ୍ରଥମ ବନ୍ୟା ଜଳ । ପୂର୍ବାହ୍ନ ୧୧ ଟାରେ ପ୍ରଥମେ ୭ ନଂ ସୁଇସ ଗେଟ ଖୋଲି ଜଳ ନିଷ୍କାସନ କରାଯାଇଛି । ତୁହାକୁ ତୁହା ସାଇରନ ବାଜିବା ପରେ ପୂଜାର୍ଚ୍ଚନା କରାଯାଇ ଖୋଲା ଯାଇଥିଲା ଗେଟ । ହୀରାକୁଦ ଡ୍ୟାମ ରୁ ପ୍ରଥମ ବନ୍ୟାଜଳ
ମୋଟ୍ ୫ ଟି ଗେଟ୍ ଦେଇ ନିଷ୍କାସନ ହୋଇଥିବାର ଜଣାଯାଇଛି .

Leave a Reply

Your email address will not be published. Required fields are marked *