କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ନନ୍ଦନ ଏନକ୍ଳେଭ ହାଉସିଂ ବୋର୍ଡ କଲୋନୀ ଅନ୍ତେବାସୀଙ୍କ ଦ୍ବାରା ୭୬ ତମ ସ୍ବାଧିନତା ଦିବସ ଅବସରରେ ରାଷ୍ଟ୍ରୀୟ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି . ପ୍ରଥମେ ପ୍ରଭାତ ଫେରି ପରେ ସଭାପତି ରବିନ୍ଦ୍ରନାଥ ଦଳାଇ, ସମ୍ପାଦକ ପ୍ରହଲ୍ଲାଦ ସେଠି ଙ୍କ ଦ୍ଵାରା ପତକା ଉତ୍ତୋଳନ ହୋଇଥିଲା . ଶ୍ରୀମତି କଳ୍ପନା ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅକ୍ଷୟ ମହାପାତ୍ର , ଶରତ ପଣ୍ଡା , କୁଳୀସ୍ ବଳ, ଚକ୍ରଧର ମଲିକ ଏବଂ ଅନ୍ୟ ସହଯୋଗୀ ମାନଙ୍କ ଦ୍ଵାରା ଧୁମ୍ ଧାମରେ ଉତ୍ସବ ପାଳନ କରାଯାଇଥିଲା . କାର୍ଯ୍ୟକ୍ରମ ଅବସରରେ ମୁଖ୍ୟତଃ କୁନିକୁନି ପିଲାଙ୍କ ଗୀତ ନାଚ ସମସ୍ତଙ୍କୁ ପ୍ରଭାବିତ କରିଥିଲା ।
ନନ୍ଦନ ଏନକ୍ଳେଭ ହାଉସିଂ ବୋର୍ଡ କଲୋନୀ ଅନ୍ତେବାସୀଙ୍କ ୭୬ ତମ ସ୍ବାଧିନତା ଦିବସ ପାଳନ !!!

