କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକର ବାରଙ୍ଗ ଥାନା ଷଣ୍ଢପୁର ନେତଲ ଗ୍ରାମରେ ହାତୀ ଆତଙ୍କ ! ଯାହା ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଗତ କାଲି ରାତିରେ ଏକ ଦନ୍ତା ହାତୀ ପଶି ଆସିବା ଫଳରେ ଲୋକ ମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି ! ଜଙ୍ଗଲ କାଟି ନୂତନ ସହର ଓ କାରଖାନା ନିର୍ମାଣ କରିବା ଫଳରେ, ଜଙ୍ଗଲୀ ଜୀବଜନ୍ତୁ ମାନେ ସହର ବା ଜନବସତି ମୁଖା ହେଉଛନ୍ତି ।
ଷଣ୍ଢପୁର ନେତଲ ଗ୍ରାମରେ ହାତୀ ଆତଙ୍କ !!!

