ରାମବିଳାଶ ଶର୍ମା ସ୍ମ୍ମତି ସେବା ସଂସଦ ତରଫରୁ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ରାମବିଳାଶ ଶର୍ମା ସ୍ମ୍ମତି ସେବା ସଂସଦ ତରଫରୁ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ । ଆଜି ଧବଳେଶ୍ୱର ପୁରୁଣା ଘାଟ ପାଖରେ ଥିବା ହରିଜନ ବସ୍ତିରେ, ରାମ ବିଳାଶ ଶର୍ମା ସ୍ମ୍ମତି ସେବା ସଂସଦ ତରଫରୁ ବନ୍ୟା ରେ ପୀଡ଼ିତ ୧୫୦ ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଅନୁଷ୍ଠାନ ତରଫରୁ ଚୁଡ଼ା, ବିସ୍କୁଟ, ଅମୁଲ, ଚିନି ଓ ପାଉଁରୁଟି ପୁଡିଆ କରି ସଦସ୍ୟ ମାନେ ବଣ୍ଟନ କରିଥଲେ ।

Leave a Reply

Your email address will not be published. Required fields are marked *