ସ୍ବାଧିନତା ସଂଗ୍ରାମୀ ବିଶ୍ଵନାଥ ପଶାୟତ ପାର୍କ ର ଶୁଭ ଉଦଘାଟନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସ୍ୱାୟତ୍ତ ଶାସନ ଦିବସ ଅବସରରେ ସିଡିଏ ସେକ୍ଟର – ୮ ଠାରେ ସ୍ବାଧିନତା ସଂଗ୍ରାମୀ ବିଶ୍ଵନାଥ ପଶାୟତଙ୍କ ନାମରେ ଏକ ପାର୍କ ର ଶୁଭ ଉଦଘାଟନ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, କଟକ ମହାନଗର ନିଗମ ମେୟର ସୁବାଷ ସିଂ, କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମ୍ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *