ଝୁଲନ୍ତା ଅବସ୍ଥାରେ ନାବାଳିକା ଙ୍କ ମୃତଦେହ ଉଦ୍ଧାର !!! Awaj Media 3 years ago Spread the loveନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଝୁଲନ୍ତା ଅବସ୍ଥାରେ ନାବାଳିକା ଙ୍କ ମୃତଦେହ ଉଦ୍ଧାର । ପାରିବାରିକ ଝଗଡ଼ା ରୁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ସୂଚନା । କଟିକଟା ଗାଁ ର ଘଟଣା । ପୋଲିସ ର ତଦନ୍ତ ଜାରି ।