Home2022October31ଝୁଲନ୍ତା ଅବସ୍ଥାରେ ନାବାଳିକା ଙ୍କ ମୃତଦେହ ଉଦ୍ଧାର !!! ଝୁଲନ୍ତା ଅବସ୍ଥାରେ ନାବାଳିକା ଙ୍କ ମୃତଦେହ ଉଦ୍ଧାର !!! October 31, 2022October 31, 2022byAwaj Media Spread the loveନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଝୁଲନ୍ତା ଅବସ୍ଥାରେ ନାବାଳିକା ଙ୍କ ମୃତଦେହ ଉଦ୍ଧାର । ପାରିବାରିକ ଝଗଡ଼ା ରୁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ସୂଚନା । କଟିକଟା ଗାଁ ର ଘଟଣା । ପୋଲିସ ର ତଦନ୍ତ ଜାରି ।
ଗୋମାତା ଆଜି ଅସୁରକ୍ଷିତ : ଧ୍ବଂସାଭିମୁଖୀ ମାନବ ସମାଜ !!! Spread the loveSpread the loveକଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଆବହମାନ କାଳରୁ ଗୋମାତାଙ୍କର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ସେଥିପାଇଁ ଇଂରେଜ…
ନୟାଗଡ ପୁଲିସ କବଜାରେ କୁଖ୍ୟାତ ଡକାୟତ ଗ୍ୟାଙ୍ଗ !!! Spread the loveSpread the loveନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ନୟାଗଡ଼ ପୁଲିସ କୁ ମିଳିଲା ସଫଳତା ! ଏକ କୁଖ୍ୟାତ ଡକାୟତ…
ପରୀକୁ ନ୍ୟାୟ ଦାବୀରେ କଂଗ୍ରେସ ଗଡାଇବ ପରୀ ନ୍ୟାୟ ରଥ !!! Spread the loveSpread the loveନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଅପହରଣ ଓ ହତ୍ୟା ଘଟଣାରେ ପରୀ କୁ…