Home2022October31ଝୁଲନ୍ତା ଅବସ୍ଥାରେ ନାବାଳିକା ଙ୍କ ମୃତଦେହ ଉଦ୍ଧାର !!! ଝୁଲନ୍ତା ଅବସ୍ଥାରେ ନାବାଳିକା ଙ୍କ ମୃତଦେହ ଉଦ୍ଧାର !!! October 31, 2022October 31, 2022byAwaj Media Spread the loveନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଝୁଲନ୍ତା ଅବସ୍ଥାରେ ନାବାଳିକା ଙ୍କ ମୃତଦେହ ଉଦ୍ଧାର । ପାରିବାରିକ ଝଗଡ଼ା ରୁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ସୂଚନା । କଟିକଟା ଗାଁ ର ଘଟଣା । ପୋଲିସ ର ତଦନ୍ତ ଜାରି ।
ବ୍ୟାଙ୍କ ଆଗରୁ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟ !!! Spread the loveSpread the loveଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଭାପୁର ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା . ଇଣ୍ଡିଆନ୍ ଓଭରସିଜ୍…
ବାଉରିଆପାଳନ୍ଦା ବସ୍ତିରେ ତେଲ ଚୋରୀ ଘଟଣା : ନୃଶଂସତା ର ସବୁ ସୀମା ଟପିଗଲେ ତେଲ ଟ୍ୟାଙ୍କରର ଡ୍ରାଇଭର ଓ ହେଲପର୍ !!! Spread the loveSpread the loveପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ନୃଶଂସତା ର ସବୁ ସୀମା ଟପିଗଲେ ତେଲ ଟ୍ୟାଙ୍କରର ଡ୍ରାଇଭର ଓ…
ଯୌତୁକ ନିର୍ଯାତନା ରେ ବୋହୁ କୁ ଜୀବନରେ ମାରି ଦେଲେ : ଅଭିଯୋଗ ଆଣିଲେ ପରିବାର ଲୋକ !!! Spread the loveSpread the loveବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟଙ୍କା କେଇଟା ପାଇଁ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଇ ବୋହୁ…