ଆମ ରିପୋଟରକଟକଜିଲ୍ଲା

ବାବା କପିଳେଶ୍ଵର ଡ୍ରାଇଭର ମହାସଂଘର ନିଆରା କାର୍ଯ୍ୟକ୍ରମ !!!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କୁମାର କର : ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରି କଳାପଥର ଡ୍ରାଇଭର ମହାସଂଘ ଆଜି କଳାପଥର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା ରାଉତଙ୍କୁ ଙ୍କୁ ଜାତୀୟ ସେବା ଯୋଜନା ପୁରସ୍କାର !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା ରାଉତଙ୍କୁ ଆଜି ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ଉଚ୍ଚ ଶିକ୍ଷା…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଜିଲ୍ଲା ମୁଖ୍ୟାଳୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ବ୍ଲକ ଓ ପୌର ପରିଷଦ ବିଜୁ ଜନତା ଦଳ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଶିଶୁ ଙ୍କ ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚନ କରୁଛି ”ସୁରଭି” !!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : କଣିହାଁ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ସମଲ କ୍ଲଷ୍ଟର ଅନ୍ତର୍ଗତ ସରକାରୀ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

କାର୍ଯ୍ୟରତ ୭ ଶ୍ରମିକଙ୍କ ଛଟେଇ ପ୍ରତିବାଦରେ ଶ୍ରମିକ ମାନଙ୍କ ଧାରଣା !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ରେଲୱେ ଷ୍ଟେସନର ସାଇଡରନିଂ ରୁମ ରେ କାର୍ଯ୍ୟରତ ୭ ଶ୍ରମିକଙ୍କୁ ଛଟେଇ ପ୍ରତିବାଦରେ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତାଳଚେର ଗୋଡିବନ୍ଧ ନିକଟସ୍ଥ ହରିହରପୁର ଗ୍ରାମ ନିକଟସ୍ଥ ଏକ ରାସ୍ତା କଡରୁ ଝୁଲନ୍ତା ଅବସ୍ଥାରେ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

୧୦୬୨୦୫ ଟଙ୍କାରେ ନିଲାମ ହେଲା ମା ଗଜଲକ୍ଷ୍ମୀ ଙ୍କ ଆଜ୍ଞାମାଳ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଶେଷ ହେଲା ମା ଗଜଲକ୍ଷ୍ମୀ ଙ୍କ ପୂଜା । ବିଦାୟ ନେବେ ମା…

Breaking newsଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ଦୁଇ ସାମ୍ବାଦିକଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ ପ୍ରତିବାଦରେ ବିଡ଼ିଓ ଙ୍କୁ ପ୍ରତିବାଦ ପତ୍ର ପ୍ରଦାନ କଲେ ନିଶ୍ଚିନ୍ତକୋଇଲି ବ୍ଲକ ସାମ୍ବାଦିକ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଦୁଇ ସାମ୍ବାଦିକଙ୍କୁ ମିଥ୍ୟା ଅଭିଯୋଗ ଗିରଫ ପ୍ରତିବାଦରେ ନିଶ୍ଚିନ୍ତକୋଇଲି ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ…

ଆମ ରିପୋଟରକଟକଜଗତସିଂହପୁରଜିଲ୍ଲା

ପାରାଦୀପ ତୈଳ ବିଶୋଧନାଗାର ଫାଟକ ସମୁଖରେ ଶ୍ରମିକ ମାନଙ୍କ ବିକ୍ଷୋଭ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ୧୭ ଦଫା ଦାବି ନେଇ ପାରାଦୀପ ତୈଳ ବିଶୋଧନାଗାର ଫାଟକ ସମୁଖରେ ଶ୍ରମିକ ମାନଙ୍କ…