Breaking newsଆମ ରିପୋଟରଜିଲ୍ଲାଯାଜପୁର

ଭୁଷୁଡ଼ିଲା ଯାଜପୁର କୁଆଖିଆ ପାଖ ୧୬ ନଂ ଜାତୀୟ ରାଜପଥ ପୋଲ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଭୁଷୁଡ଼ିଲା ଯାଜପୁର କୁଆଖିଆ ପାଖ ୧୬ ନଂ ଜାତୀୟ ରାଜପଥ ପୋଲ , ଅଳ୍ପକେ…

Breaking newsଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଚାହୁଁ ଚାହୁଁ ତିନି ବର୍ଷ ବିତିଗଲା : ହେଲେ ଏବେବି ଆଖି ରୁ ଲୁହ ଶୁଖୁନି !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚାହୁଁ ଚାହୁଁ ତିନି ବର୍ଷ ବିତିଗଲା , ଘର ପରିବାର ସାଙ୍ଗ ସାଥି ବନ୍ଧୁ…

Breaking newsଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଚିତ୍ରକଳା ମାଧ୍ୟମରେ ଆୱାଜ ମିଡ଼ିଆ ପରିବାର କୁ ଧନ୍ୟବାଦ ଜଣାଇଲେ ଶିଶୁ ଚିତ୍ରକର ସୌମ୍ୟରଞ୍ଜନ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିଜର ଚିତ୍ରକଳା ମାଧ୍ୟମରେ ଆୱାଜ ମିଡ଼ିଆ ପରିବାର କୁ ଧନ୍ୟବାଦ ଜଣାଇଲେ ବାଲୁଗାଁ ଆଙ୍କୁଲା…

Breaking newsଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଜିଲ୍ଲାପାଳ ଙ୍କ ଦ୍ୱାରା ଘରୋଇ ଚିକିତ୍ସାଳୟ ଉପରେ ଚଢ଼ାଉ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଡିଣ୍ଡିମ ପିଟୁଥିବା ବେଳେ ଏହା ରାଜ୍ୟରେ…

Breaking newsଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ଗୁରୁତର ଆହତ ବାପାକୁ ଡାକ୍ତରଖାନାରେ ଛାଡି ପୁଅ ମାନେ ଗାଏବ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଆହତ ହୋଇ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି…

Breaking newsଆମ ରିପୋଟରଜିଲ୍ଲାନୟାଗଡ

ଦାବୀ ପୂରଣ ପାଇଁ ଦାବୀ ପତ୍ର ଦେଲା ଆଶାକର୍ମୀ ଆସୋସିଏସନ !!!

ନୟାଗଡ ( ଆୱାଜ ମିଡିଆ ) – ବିଶ୍ବଭୂଷଣ ମହାପାତ୍ର : ଆଶାକର୍ମୀଙ୍କ ଦାବୀ ପୁରଣ ନିମନ୍ତେ ନୟାଗଡ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ…

Breaking newsଅପରାଧଆମ ରିପୋଟରଖୋର୍ଦ୍ଧାଗଂଜାମଜିଲ୍ଲାମୁଖ୍ୟ ଖବରରାଜ୍ୟ

ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତା ଭାବନ୍ଧ ଛକ ଠାରେ ଗାଡି ଧକ୍କାରେ ତିନିଜଣ କଲେଜ ଛାତ୍ରୀ ଆହତ !!!

ଗଞ୍ଜାମ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାବନ୍ଧ ଛକଠାରେ ଏକ…

Breaking newsଅପରାଧଆମ ରିପୋଟରକଟକଜିଲ୍ଲା

ପ୍ରକ୍ସି ଭୋଟଦାନ କୁ ନେଇ ବିବାଦ : ଥାନାରେ ଏତଲା !!!

ବାଙ୍କୀ ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : ବାଙ୍କୀ ରେ ସମବାୟ ନିର୍ବାଚନରେ ପ୍ରକ୍ସି ଭୋଟଦାନ କୁ ନେଇ ବିବାଦୀୟ ପରିସ୍ଥିତି…