ଆମ ରିପୋଟରଗଜପତିଜିଲ୍ଲା

ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ (BYST) ପକ୍ଷରୁ ମେଣ୍ଟର ଡେଭଲପମେଣ୍ଟ ପ୍ରୋଗ୍ରାମ : ଯୁବ ଉଦ୍ୟୋଗୀଙ୍କୁ ମାର୍ଗଦର୍ଶନ ଓ ଉଦ୍ୟମିତା ବିକାଶ ଉପରେ ଗୁରୁତ୍ୱ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି, ସେପ୍ଟେମ୍ବର ୫: ଗ୍ରାମୀଣ ଅଞ୍ଚଳରେ ଉଦ୍ୟମିତାର ବିକାଶ, ଯୁବ ଉଦ୍ୟୋଗୀମାନଙ୍କୁ ଉଚିତ ମାର୍ଗଦର୍ଶନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଓଡ଼ିଶାର ୟୁଏଇ ନିବେଶ ଅଭିଯାନ ଆରମ୍ଭ : ଉଚ୍ଚସ୍ତରୀୟ ନିବେଶକ ଆଲୋଚନା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ବ୍ୟବସାୟ, ନିବେଶ ଓ କୂଟନୈତିକ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

୧୫ ଦିନରେ ଅସୁରକ୍ଷିତ କୋଠା ଚିହ୍ନଟ ନିର୍ଦ୍ଦେଶ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦୀପକ କୁମାର ପଣ୍ଡା : ସହରାଞ୍ଚଳରେ ବିଭିନ୍ନ ବିଲ୍ଡିଙ୍ଗ ଯାଞ୍ଚ କରିବେ ସରକାର୍। ବିପଦପୂର୍ଣ୍ଣ କୋଠା ବିରୋଧରେ ସରକାରଙ୍କ…

ଆମ ରିପୋଟରଗଜପତିଜିଲ୍ଲା

ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ବେଟି ବଚାଅ – ବେଟି ପଢ଼ାଅ” ଅଭିଯାନରେ ବ୍ଲକସ୍ତରୀୟ ଯୁବ ସମାବେଶ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁମ୍ମା ବ୍ଲକ ସ୍ଥିତ ସ୍ଥାନୀୟ ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବେଟି ବଚାଅ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ବିଧାନସଭା ମୌସୁମୀ ଅଧିବେଶନରେ ଆସିବ ୫ରୁ ୬ଟି ବିଲ୍ : ୨୧ରେ ସର୍ବଦଳୀୟ ବୈଠକ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଆସନ୍ତା ୨୨ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ମୌସୁମୀ ଅଧିବେଶନରେ ୫ରୁ ୬ଟି ଗୁରୁତ୍ୱପୂର୍ଣ୍ଣ ବିଲ୍…

ଆମ ରିପୋଟରଗଜପତିଜିଲ୍ଲା

କେରାଣ୍ଡିରେ ସଫଳତାର ସହ ଅନୁଷ୍ଠିତ ହେଲା ମିନି କୃଷକ ମେଳା–୨୦୨୬ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM), ପାରଳାଖେମୁଣ୍ଡି ଅଧୀନସ୍ଥ ଏମ୍.ଏସ୍. ସ୍ୱାମୀନାଥନ୍…

ଆମ ରିପୋଟରକଟକଜିଲ୍ଲା

ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ବାଙ୍କୀ ଉପଜିଲ୍ଲାପାଳ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ବ୍ଲକ୍‌ ଅନ୍ତର୍ଗତ ପଣ୍ଡାଳମ ଆଶ୍ରମ ବିଦ୍ୟାଳୟକୁ ବାଙ୍କୀ ଉପଜିଲ୍ଲାପାଳ ତଥା ଉପଖଣ୍ଡ…

ଆମ ରିପୋଟରଗଜପତିଜିଲ୍ଲା

ଆଭାସି ମାଧ୍ୟମରେ ସରକାରୀ ଓକିଲଙ୍କର ସମନ୍ୱୟ ବୈଠକ : ମାମଲାର ସଠିକ ପରିଚାଳନା ଓ ଦଣ୍ଡାଦେଶ ବୃଦ୍ଧିକୁ ଗୁରୁତ୍ୱ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶୁନ୍ୟ ଅପରାଧ ସହନଶୀଳତାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗୃହ ବିଭାଗର ପ୍ରସିକ୍ୟୁସନ…