ଆମ ରିପୋଟରକଟକଜିଲ୍ଲା

ବାଙ୍କୀରେ ଟିବି ମୁକ୍ତ ଭାରତ ଅଭିଯାନ : ଡମପଡା ପରେ ବାଙ୍କୀ ବଜାରରେ ଶୁଭାରମ୍ଭ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କେବଳ କାଶ ହେବା ଟିବି ରୋଗ ର ଲକ୍ଷଣ ନୁହେଁ, ଅନ୍ୟ କିଛି…

ଆମ ରିପୋଟରକନ୍ଧମାଳଜିଲ୍ଲା

ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ଅଧୀନରେ ମୌଳିକ…

ଆମ ରିପୋଟରକଟକଜିଲ୍ଲା

ଶହେ ଏକ ବର୍ଷର ବିଦ୍ୟାଳୟ : ସମସ୍ୟା ଶହେ ଶହେରେ ଭରପୁର !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଅବ୍ୟବସ୍ଥା ଘେରରେ ସାହାଡ଼ାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ! ଭଙ୍ଗା ଯାଉ ନ…

ଆମ ରିପୋଟରଗଜପତିଜିଲ୍ଲା

ଗୁମ୍ମା ବ୍ଲକର ମୁନିସିଂହ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋକ୍ସୋ ଆଇନ ଓ ପୀଡ଼ିତ କ୍ଷତିପୂରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂହ ସରକାରୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ରାଜ୍ୟ ଯୋଗାଣ ସହାୟକ ସଂଘର ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଲା ଆମ୍ ଆଦମୀ ପାର୍ଟି !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦୀପକ କୁମାର ପଣ୍ଡା : ଦୀର୍ଘ ଚଉଦ ଦିନ ଧରି ଲୋୟର ପିଏମଜିରେ ଯୋଗାଣ ସହାୟକ ସଂଘ ତରଫରୁ…

ଆମ ରିପୋଟରଗଜପତିଜିଲ୍ଲା

ଲୋ ଭୋଲଟେଜ ବଢ଼ାଉଛି ଲୋକଙ୍କ ସମସ୍ୟା : ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଡାଙ୍ଗୁଆ ସାହି ଗ୍ରାମବାସୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଲୋ ଭୋଲଟେଜ ବଢ଼ାଉଛି ଲୋକଙ୍କ ସମସ୍ୟା , ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଡାଙ୍ଗୁଆ…

ଆମ ରିପୋଟରକଟକଜିଲ୍ଲା

ବାଙ୍କୀ ରେ ଧୂମଧାମରେ ପାଳିତ ହୋଇଯାଇଛି ଖୁଦୁରୁକୁଣୀ ଓଷା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଅଞ୍ଚଳରେ ଧୂମଧାମରେ ପାଳିତ ହୋଇଯାଇଛି ଖୁଦୁରୁକୁଣୀ ଓଷା ! ବାଙ୍କୀ ଚର୍ଚ୍ଚିକା ସାହି…

ଆମ ରିପୋଟରଗଜପତିଜିଲ୍ଲା

ରାମଗିରିରେ ବ୍ଲକ ସ୍ତରୀୟ ସମାବେଶ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକର ରାମଗିରି ଉଚ୍ଚମାଧ୍ୟମିକ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ସମାବେଶ ହୋଇଥିଲା।ଉକ୍ତ…

ଆମ ରିପୋଟରଜିଲ୍ଲାବରଗଡ଼

ନୃସିଂହନାଥରେ ରାଜ୍ୟସ୍ତରୀୟ ଅଖିଳ ଭାରତୀୟ ଗେଣ୍ଡାୱାନା ମହାସଭାର ନୁଆଁଖାଇ ଭେଟ ଘାଟ !!!

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ନୃସିଂହନାଥରେ ରାଜ୍ୟସ୍ତରୀୟ ଅଖିଳ ଭାରତୀୟ ଗେଣ୍ଡାୱାନା ମହାସଭାର ନୁଆଁଖାଇ ଭେଟ ଘାଟ ! ପଶ୍ଚିମ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬ : ବାରବାଟୀ ଷ୍ଟାଡିଅମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬ : ବାରବାଟୀ ଷ୍ଟାଡିଅମରେ ଶୁଭାରମ୍ଭ କଲେ…