ବୋଇତ ବନ୍ଦାଣ ପାଇଁ ସଜେଇ ହେଉଛି ସାଗର ପୋଖରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବୋଇତ ବନ୍ଦାଣ ପାଇଁ ସଜେଇ ହେଉଛି ସାଗର ପୋଖରୀ ! କରୋନା କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ବନ୍ଦ ହୋଇଥିବା ନୟାଗଡ଼ର ପ୍ରସିଦ୍ଧ ବୋଇତ ବନ୍ଦାଣ ଯାତ୍ରା ଆଜି ଠାରୁ ୫ ଦିନ ବ୍ୟାପି ଧୁମଧାମରେ ପାଳନ ହେବାକୁ ଯାଉଛି । ପ୍ରତ୍ୟେକ ଦିନ ସିନେ କଳାକାରଙ୍କ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିବ ନୟାଗଡ଼ର ଆରାଧ୍ୟ ଦେବୀ ମା ଦକ୍ଷିଣକାଳୀଙ୍କ ପଡ଼ିଆ ।

Leave a Reply

Your email address will not be published. Required fields are marked *