ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କାର୍ଯ୍ୟରତ ସାମ୍ବାଦିକ ଙ୍କର ସମ୍ମାନ , ସୁରକ୍ଷା ଏବଂ ଅଧିକାର ପାଇଁ ବିଭିନ୍ନ ସାମ୍ବାଦିକ ସଂଗଠନ ଲଢେଇ ଜାରି ରଖଥିବା ସମୟରେ ନୟାଗଡ ରେ ଆୟୋଜିତ ହେବାକୁ ଯାଉଛି ସାମ୍ବାଦିକ ମହା ସମାବେଶ ! ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ଆସୋସିଏସନ ର ଆବାହକତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାବେଶରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ଛାପା , ବୈଦ୍ୟୁତିକ ଏବଂ ଡିଜିଟାଲ ମିଡ଼ିଆର ପ୍ରତିନିଧି ଯୋଗଦେବେ !
ନଭେମ୍ବର ୨୦ ରେ ଆୟୋଜିତ ହେବ ନୟାଗଡ ଜିଲ୍ଲା ସାମ୍ବାଦିକ ମହାସମାବେଶ !!!

