ଖଣ୍ଡପଡ଼ା ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ୪୮ ନ° ରାଜ୍ୟ ରାଜପଥ ଫତେଗଡ ଠାରୁ କଣ୍ଟିଲୋ ରାସ୍ତା ଚାରିଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ! ବାଇକ ଦୁର୍ଘଟଣାରେ ଘଟଣାସ୍ଥଳରେ ସିଧାମୁଳା ଗ୍ରାମର ଜଣେ ଯୁବକ ମୃତ୍ୟୁ ବରଣ କରିଥିବାର ସୂଚନା ମିଳିଛି !
ବାଇକ ଦୁର୍ଘଟଣାରେ ସିଧାମୁଳା ଗ୍ରାମର ଜଣେ ଯୁବକ ମୃତ !!!

