ଭାପୁର ବ୍ଲକ ଉପାଧ୍ୟକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କଲେ ଅଙ୍ଗନବାଡି ସଂଘ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ସରକାରଙ୍କ ପକ୍ଷରୁ ଏସଏଚଜି ଙ୍କ ମାଧ୍ୟମରେ ଅଣ୍ଡା, ଛତୁଆ ବଣ୍ଟନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରୁଥିବା ନେଇ ଅଭିଯୋଗ କରିଛି ଅଙ୍ଗନବାଡି ସଂଘ । ଏ ନେଇ ଭାପୁର ବ୍ଲକର ଅଙ୍ଗନବାଡି ସଂଘର ସଭାନେତ୍ରୀ ସଞ୍ଜୁଲତା ମହାନ୍ତି, ସମ୍ପାଦିକା ସୁଲୋଚନା ବାରିକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କୁ ଭେଟିବା ସହିତ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

 

Leave a Reply

Your email address will not be published. Required fields are marked *