କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସୂଚନା ଅଧିକାର ଆଇନକୁ ଅକାମୀ କରିବା ପାଇଁ ହେଉଛି ଅପଚେଷ୍ଟା – ଏପରି ମନ୍ତବ୍ୟ ଦେଇଛନ୍ତି ଓସା ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ! ଓଡିଶା ସୂଚନା ଅଧିକାର ଅଭିଯାନ ର ତ୍ରୟୋଦଶ ରାଜ୍ୟସ୍ତରୀୟ ସମ୍ମିଳନୀର ପ୍ରଥମ ଦିବସ କାର୍ଯ୍ୟକ୍ରମ ।
ସୂଚନା ଅଧିକାର ଆଇନ କୁ ଅକାମୀ କରିବା ପାଇଁ ଚାଲିଛି ଅପଚେଷ୍ଟା – ପ୍ରଦୀପ ପ୍ରଧାନ !!!

