ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଗଣତନ୍ତ୍ରର ତିନି ସ୍ତମ୍ବ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ବ ହେଉଛି ନ୍ୟାୟପାଳିକା ! ପ୍ରଶାସନିକ ଅବହେଳା , ସରକାରୀ ଉଦାସୀନତା , ସାମାଜିକ ତାଡନାର ଶୀକାର ହୋଇଥିବା ଲୋକେ ନ୍ୟାୟ ପାଇଁ ଆଇନ ର ଦ୍ୱାର ଖଟ ଖଟ କରିଥାନ୍ତି ! କିନ୍ତୁ ନୟାଗଡ ଜିଲାରୁ ଏପରି ଏକ ଘଟଣା ସାମନାକୁ ଆସିଛି , ଯାହା ନ୍ୟାୟପାଳିକାର ଦୃଢ଼ତା ଏବଂ ଭରସା ଉପରେ ଲଗାଇଛି ପ୍ରଶ୍ନବାଚୀ ! ଆଇନ ର ଅଡୁଆ ଜାଲରେ ଫସି ବିନା ଦୋଷରେ ୧୨୧ ଦିନ ହେଲା ଜେଲରେ ଅଛନ୍ତି ଦୁଇ ବାଳକ !
କ୍ରମଶଃ . . .

