ମକର ସଂକ୍ରାନ୍ତି ଉପଲକ୍ଷେ ଜଗନ୍ନାଥ ମନ୍ଦିର ପରିସରରେ ଭଜନ ସମାରୋହ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମକର ସଂକ୍ରାନ୍ତି ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗୁରୁ ନୃସିଂହ ଚରଣ ପାଢ଼ୀ ଙ୍କ ତତ୍ୱାବଧାନରେ ସଙ୍ଗୀତ ପରିବେଷଣ କରାଯାଇଥିଲା ! ବହୁ କଳାକାର ସଙ୍ଗୀତ ପରିବେଷଣ କରିଥିଲେ ।ଜଗନ୍ନାଥ ମନ୍ଦିର ପରିସର ରେଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା !

Leave a Reply

Your email address will not be published. Required fields are marked *