ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ନିଳାଚଳ କାରଖାନା ସମୁଖରେ ନିଳାଚଳ ବାସଚ୍ୟୁତ କମିଟି ତରଫରୁ ସାତ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ! ନିଳାଚଳ ବାସଚ୍ୟୂତ ପରିବାର ଦାବି ମାନି ନେବା ପାଇଁ ଆଜି ଏକ ଦାବି ପତ୍ର ନିଳାଚଳ କର୍ତ୍ତୃପକ୍ଷଙ୍କୁ ଦିଆ ଯାଇଥିବା ଦେଖିବାକୁ ମିଳିଛି । ଯେହେତୁ ସେମାନେ ଆଦିବାସୀ ଲୋକ ତାଙ୍କର ଭିଟା ମାଟି ହରାଇ ସର୍ବସ୍ୱାନ୍ତ ହୋଇ ସାରିଲା ପରେ ଏଠାରେ କାରଖାନା ହୋଇଥିଲା । ଏକ ମାସ ମଧ୍ୟରେ ନିଳାଚଳ କତୃପକ୍ଷ ଯଦି ଦାବି ପୁରଣ ନକରନ୍ତି ନିଳାଚଳ କତୃପକ୍ଷ ଓ ପ୍ରଶାସନ ବିରୋଧରେ ବାଧ୍ୟ ହୋଇ ବାସଚ୍ୟୁତ ପରିବାର ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୁଚନା ମିଳିଛି ।
ନିଳାଚଳ ବାସଚ୍ୟୁତ କମିଟି ପକ୍ଷରୁ ନିଳାଚଳ କାରଖାନା ସମୁଖରେ ବିକ୍ଷୋଭ ପ୍ରଦର୍ଶନ !!!

