ରାଧାବଲ୍ଲଭ ମନ୍ଦିର ପ୍ରତିଷ୍ଠା ଉତ୍ସବ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ସହର ଉପକଣ୍ଠ ଲଷ୍ମୀପ୍ରସାଦ ବୃନ୍ଦାବନପୁର ପାଠୁରୁପଡା ରେ ରାଧାବଲ୍ଲଭ ଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ! ବହୁ ସାଧୁ ସନ୍ଥ ଙ୍କ ଦ୍ଵାରା ଯଞ୍ଜ କାର୍ଯ୍ୟ ସମାପନ ! ସନ୍ଥ ଶ୍ରୀଗୁରୁ ପଣ୍ଡିତ ହରମୋହନ ଦାସଙ୍କ ଉପସ୍ଥିତିରେ ରଘୁନାଥ ବେହେରା ଏବଂ ସମସ୍ତ ଗ୍ରାମବାସୀଙ୍କ ସହଯୋଗ ରେ ଏହି ଯଜ୍ଞ କାର୍ଯ୍ୟ ସମାପନ ହୋଇଛି !

Leave a Reply

Your email address will not be published. Required fields are marked *