ନୟାଗଡରେ ମେଡିକାଲ କଲେଜ ସ୍ଥାପନା ଦାବି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଜୋର ଧରିଲା ନୟାଗଡରେ ମେଡିକାଲ କଲେଜ ସ୍ଥାପନା ଦାବି ! ନୟାଗଡ ବିକାଶ ମଞ୍ଚର ଆବାହକତ୍ୱରେ ସହରସ୍ଥିତ ଏମସି କ୍ଲବ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି !

Leave a Reply

Your email address will not be published. Required fields are marked *