ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବିଭିନ୍ନ ନିର୍ମାଣ କାମରେ ବ୍ୟାପକ ଅର୍ଥ ହେରାଫେରି ର ଅଭିଯୋଗ ! ସୂଚନା ଅଧିକାର ଆଇନ ମାଧ୍ୟମରେ ମଗାଗଲା ତଥ୍ୟ ! ଦେଖାଯାଉ କି ତଥ୍ୟ ଦେଉଛନ୍ତି ବ୍ଲକ କର୍ତ୍ତୃପକ୍ଷ ! ସୂଚନା ମିଳିଲେ , ଖୋଲିବ ଶିମିଳିପୁର ପଞ୍ଚାୟତ ର ଗୁମର ! କିଏ କରୁଛି ରାଜନୀତି , କାହାର ସ୍ୱଛ ଭାବ ମୂର୍ତ୍ତି ଆଉ ପରଦା ପଛରେ କିଏ ?
ଖୋଲିବ ଶିମିଳିପୁର ପଞ୍ଚାୟତ ର ଗୁମର !!!

