କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଆଜି ଠାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ବୋର୍ଡ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ, ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ରେଭେନ୍ସା କଲିଜିଏଟ ସ୍କୁଲ୍ ପରୀକ୍ଷା ସେଣ୍ଟର ପରିଦର୍ଶନ କରିଛନ୍ତି । ପରୀକ୍ଷା ସେଣ୍ଟର୍ ବୁଲି ଦେଖିବା ସହିତ ସୁରକ୍ଷାକୁ ଯାଞ୍ଚ ମଧ୍ଯ କରିଛନ୍ତି । ସମଗ୍ର ପରୀକ୍ଷା ହଲରେ ସିସିଟିଭି ଲାଗିଛି । ସ୍କ୍ୱାର୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ମ୍ୟାଟ୍ରିକ ପରୀକ୍ଷା ସେଣ୍ଟର ପରିଦର୍ଶନ କଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି !!!

