ମା ବେତଖଲି ଠାକୁରାଣୀ ଙ୍କ ପୀଠ ର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ ଦଶପଲ୍ଲା ବିଧାୟକ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ବେତନଟି ମାଳ ର ମା ବେତଖଲି ଠାକୁରାଣୀ ଙ୍କ ପୀଠ ର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା l ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, କାପ୍ତାପଲ୍ଲୀ ସରପଞ୍ଚ ସାରସ ଧର ସହୂ, ସମିତିସଭ୍ୟ ସୁଷମା ଦଳବେହେରା, ଦିଲୀପ ଦଳବେହେରା, ସଂଜୟ କୁମାର ସହୂ, ହାଡିବନ୍ଧୁ ସାମନ୍ତରାୟ, ବିଭୁତି ଭୂଷଣ ବେହେରା, ମାଳ ସଭାପତି ଭଗବାନ ବେହେରା ଏବଂ ପ୍ରଶାନ୍ତ କୁମାର ବେହେରା ପ୍ରମୂଖ ନେତୃମଣ୍ଡଳୀ l

 

Leave a Reply

Your email address will not be published. Required fields are marked *