ରୟାଲ୍ଟି ସୋସିଆଲ ସର୍ଭିସ ସଙ୍ଗଠନ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ରୟାଲ୍ଟି ସୋସିଆଲ ସର୍ଭିସ ସଙ୍ଗଠନ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ! କଟକ ମାଛୁଆ ବଜାର ଶଶିକଳା ପାଲେସ ରେ ଆୟୋଜିତ ହୋଇଯାଇଛି ସ୍ବେଛାକୃତ ରକ୍ତଦାନ ଶିବିର ! ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ କର୍ପୋରେଟର ନମିତା ମଞ୍ଜରୀ ସାହୁ , ଏସିବି ପରାମର୍ଶଦାତା ଦିଲ୍ଲୀପ କୁମାର ସାହୁ, ଆଡ଼ଦ୍ଭୋକେଟ ପ୍ରମୋଦ ସାହୁ , ସଙ୍ଗଠନ ର ଆବାହକ କ୍ଷୀରୋଦ କୁମାର ସାହୁ, ପ୍ରଭାତ କୁମାର ସାହୁ, ତପନ ସାହୁ, ପ୍ରଭଞ୍ଜନ ଜେନା ,ପ୍ରଶାନ୍ତ କୁମାର ସାହୁ, ଅଶ୍ୱନି ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ! ଆୟୋଜିତ ଶିବିରରେ ମୋଟ ୪୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ! ସଂଗଠନର ସଭାପତି ସୌମ୍ୟ ରଞ୍ଜନ ସାହୁ , ସମ୍ପାଦିକା ମଧୁସ୍ମିତା ସାହୁ ଙ୍କ ସହିତ ସଙ୍ଗଠନ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *