ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭୁବନେଶ୍ୱର ଠାରୁ କଣାସ ବ୍ଲକର ପଦ୍ମାବତୀ ଗ୍ରାମ ଯିବାର ଥିଲା ! କିନ୍ତୁ ଭୁଲ ବଶତଃ ସେ କଣ୍ଟିଲୋ ପଦ୍ମାବତୀ ବସ ରେ ବସିକି ଆସି ଥିବାର ତାଙ୍କ ପରିବାର ଲୋକ କହୁଛନ୍ତି ! ନିଖୋଜ ମହିଳାଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳେ ତେବେ ଏହି ନମ୍ବର ( ମୋବାଇଲ୍ ୯୧୭୮୩୮୧୧୩୧ )ରେ ଯୋଗଗୋଗ କରିବା ପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକେ !
ଭୁଲ ବସ ରେ ଚଢି ମହିଳା ନିଖୋଜ !!!

