ପାଥପୁର ଗ୍ରାମରେ ଗାଁ ସଫେଇ କରୁଛନ୍ତି ସ୍ଥାନୀୟ ଯୁବଗୋଷ୍ଠୀ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ଵଜିତ ବାରିକ : ଭାପୁର ବ୍ଲକ ପାଥପୁର ଗ୍ରାମରେ ସ୍ଥାନୀୟ ୱାର୍ଡ ମେମ୍ବର ପତିତ ମହାରଣା , ପ୍ରକାଶ କୁମାର ପରିଡ଼ା ଓ ସଂଗ୍ରାମ ବରାଡ଼ ଙ୍କ ମିଳିତ ଉଦ୍ୟମରେ କ୍ରମେ ଗ୍ରାମର କିଛି ଯୁବକ ମିଶି ଗ୍ରାମର ଥିବା ଅଳିଆ ଆବର୍ଜନା ସଫା କରିବା ଦେଖିବାକୁ ମିଳିଛି । ଗ୍ରାମକୁ କିଭଳି ସରସ ସୁନ୍ଦର କରି ରଖିବା ସହ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ଗ୍ରାମର ପ୍ରତ୍ୟେକ ଯୁବକଙ୍କର ଲକ୍ଷ ପାଲଟିଛି ।

Leave a Reply

Your email address will not be published. Required fields are marked *