ସୁକିନ୍ଦା ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ! ଲୋକସଭାରେ କଂଗ୍ରେସ ନେତା ରହୁ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଧ ପ୍ରତିବାଦ ସୁକିନ୍ଦା ବ୍ଲକ କଂଗ୍ରେସ ଦଳ ପକ୍ଷରୁ ସୁକିନ୍ଦା ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ରାଇଚରଣ ମହାନ୍ତି , ପିସିସି ମେମ୍ବର ଜନ୍ମଞ୍ଜୟ ବଳସାମନ୍ତ , ସୁକିନ୍ଦା ବ୍ଲକ ସେବାଦଳ ପ୍ରମୁଖ ହରେକୃଷ୍ଣ ପାଣିଗ୍ରାହି , ସୁକିନ୍ଦା ପଞ୍ଚାୟତ କଂଗ୍ରେସ ସଭାପତି ସୁବ୍ରତ ବେହୁରା , ରାଜ୍ୟ ମହିଳା କଂଗ୍ରେସ ସହ ସମ୍ପାଦିକା ସ୍ଵର୍ଣ୍ଣଲତା ବାନରାଙ୍କ ଉପସ୍ଥିତରେ ଏହି ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ୱାଦିକ ସମ୍ମିଳନୀରେ ସମସ୍ତ କଂଗ୍ରେସ କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଦଳ ବିରୋଧରେ ବର୍ଷିଥିବା ଦେଖିବାକୁ ମିଳିଥିଲା !

Leave a Reply

Your email address will not be published. Required fields are marked *