ଅସୁସ୍ଥ ସାମ୍ବାଦିକଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ବୁଝିଲେ ତଲ୍ଲୀନା !!!

Spread the love

ଖଣ୍ଡପଡ଼ା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଣ୍ଟିଲୋ ଅଞ୍ଚଳର ଯୁବ ସାମ୍ବାଦିକ ରାଜୀବ କୁମାର ମିଶ୍ର ଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ତଲ୍ଲୀନା ପଟାନାୟକ ! ଛାପା ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକ ରାଜୀବ ମିଶ୍ର ମୁଖଗହ୍ଵର କର୍କଟ ରୋଗରେ ପିଡୀତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଛନ୍ତି ! ଏ ସମ୍ପର୍କରେ ସୂଚନା ପାଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜୈଷ୍ଠ କନ୍ୟା ତଲ୍ଲୀନା ପଟ୍ଟନାୟକ , ରାଜୀବ ମିଶ୍ର ଙ୍କୁ ତାଙ୍କ ବାସଭବନରେ ଭେଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ !

Leave a Reply

Your email address will not be published. Required fields are marked *