ବିଚ ରାସ୍ତାରେ ଚପଲରେ ଠୋ ଠୋ ସେକିଲେ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗଗୁଆ ବଜାର ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଜଣେ ଝିଅ ଗୋଟେ ଲୋକକୁ ଚପଲରେ ମାଡ ମାରିବା ସହ ବିଚ ରାସ୍ତାରେ ଆଣ୍ଠେଇବା ଭଳି ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଭାଇରlଲ ହେବାରେ ଲାଗିଛି l ଘଟଣା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଁଚି ନଥିବା ମଧ୍ୟ ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *