ଜେପି ହୋଣ୍ଡା ସୋ’ ରୁମ ପକ୍ଷରୁ ହୋଣ୍ଡା ସାଇନ – ୧୦୦ ସିସି ବାଇକର ପ୍ରଦର୍ଶନୀ ମେଳା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର କନ୍ଦରପୁର ଛକ ବଜାରରେ ଜେପି ହୋଣ୍ଡା ସୋ’ ରୁମ ପକ୍ଷରୁ ବହୁ ରାଷ୍ଟ୍ରୀୟ ହୋଣ୍ଡା କମ୍ପାନୀର ନୂତନ ଭାବେ ବଜାରକୁ ଆସିଥିବା ହୋଣ୍ଡା ସାଇନ – ୧୦୦ ସିସି ବାଇକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜେ.ପି ହୋଣ୍ଡା ସୋ’ରୁମ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି, ଦୁର୍ଗା ହୋଣ୍ଡାର ନେଟ୍ୱାର୍କ ମ୍ୟାନେଜର ଦେବଦତ୍ତ ଜେନା, ରଶ୍ମି ରଞ୍ଜନ ରାଉଳ, ଇଂ.ଅମୀୟ ରଞ୍ଜନ ପଟ୍ଟନାୟକ, ଅମିତ କୁମାର ଭୋଇ, ସଂଗୀତା ହାତୀ, କାଁହୁ ଚରଣ ସାହୁ, ରଞ୍ଜନ କୁମାର ଖୁଣ୍ଟିଆ, ସୁମନ ପ୍ରଧାନ, ନିଖିଳ ସେଠି ଏବଂ ଜେ.ପି ହୋଣ୍ଡାର ସମସ୍ତ କର୍ମକର୍ତା ଉପସ୍ଥିତ ରହି ବାଇକର ମାନ ଓ ଗୁଣବତ୍ତା ସମ୍ପର୍କରେ ଗ୍ରାହକଙ୍କୁ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *