ବନ ମହୋତ୍ସବ ପାଳିଲେ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ଇଂ.ବିମଳ ଚନ୍ଦ୍ର ଦାସ ଓ ତାଙ୍କ ମାତା ଧର୍ମପ୍ରାଣା ଉର୍ମିଳା ଦାସ ନିଜ ଗ୍ରାମ ଡିହବାରିଙ୍ଗ ବରୀ ଅଞ୍ଚଳରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରି ୭୪ ତମ ବନ ମହୋତ୍ସବ ପାଳନ କରିବା ସହ ପରିବେଶ ସୁରକ୍ଷା ନେଇ ଜନ ସଚେତନତା ସୃଷ୍ଟି କରିଛନ୍ତି ।

Leave a Reply

Your email address will not be published. Required fields are marked *