ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ କେରାଣ୍ଡି ପଞ୍ଚୟତ ର ପୁରୁଣା କେରାଣ୍ଡି ଗ୍ରାମ ଠାରେ ଡେଙ୍ଗୁ , ମ୍ୟାଲେରିଆ ଏବଂ ଡାଇରିଆ ଉପରେ ସଚେତନତା କରାଯାଇଥିଲା ! ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା କରାଯାଇଥିଲା । ଗ୍ରାମର ୱାର୍ଡ ସଭ୍ୟ ସରୋଜ କୁମାର ଜେନା ଓ ଶ୍ରୀକାନ୍ତ ବରାଡ଼ , ଆଶା କର୍ମି ଅପୂର୍ବା ବରାଡ଼ , ଅଙ୍ଗନବାଡି କର୍ମି ସଂଯୁକ୍ତ। ବରାଡ଼ , ଅନିତା ପଣ୍ଡ।ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ଅଙ୍ଗନବାଡ଼ି କର୍ମି ସଂଯୁକ୍ତା ବର।ଡ଼ ଗ୍ରାମବାସୀ ଙ୍କୁ ସଚେତନ କରିଥିଲେ ।
ଡେଙ୍ଗୁ , ଡାଇରିଆ ଓ ମ୍ୟାଲେରିଆ ସଚେତନତା ଅଭିଯାନ !!!

