ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଅଜୟ କୁମାର ପ୍ରଧାନ ଯୋଗଦାନ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ବିଭିନ୍ନ ସରକାରୀ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ବ୍ଳକର ସମସ୍ତ ଜନ ସାଧାରଣଙ୍କ ବିକାଶ ଦିଗରେ ପ୍ରାଥମିକତା ରହିବ ବୋଲି କହିଛନ୍ତି । ଏହା ସହ ସେ ବ୍ଳକର ବିଭିନ୍ନ ଅଞ୍ଚଳରେ ଚାଲୁ ରହି ଥିବା ବିକାଶ ମୂଳକ କାର୍ଯ୍ୟର ନିରୀକ୍ଷଣ କରିଥିବାର ଜଣା ପଡ଼ିଛି ।
ବିକାଶ କାର୍ଯ୍ୟ ବୁଲି ଦେଖିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ !!!

