ବରିଷ୍ଠ ବିଜେପି କର୍ମୀ ବୈକୁଣ୍ଠ ବିଶ୍ୱାଳଙ୍କ ହୃଦଘାତ ରେ ଅକାଳ ବିୟୋଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଜହ୍ନିପଦା ପଞ୍ଚାୟତର କାଉଁତରା ଗ୍ରାମର ବରିଷ୍ଠ ବିଜେପି କର୍ମୀ ବୈକୁଣ୍ଠ ବିଶ୍ୱାଳଙ୍କ ହୃଦଘାତ ଯୋଗୁଁ ଅକାଳ ବିୟୋଗ ଘଟିଛି । ତାଙ୍କର ପରଲୋକ ଗମନ ଖବର ଶୁଣି ନୟାଗଡ଼ର ବିଜେପି ନେତ୍ରୀ ଇରାନୀ ରାୟ ତାଙ୍କ ପରିବାରଙ୍କ ସହ ସାକ୍ଷାତ କରି ନିଜର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । ଏଥି ସହିତ ଏହା କାଉଁତରା ଗ୍ରାମର ଓ ବିଜେପି ଦଳ ପାଇଁ ବଡ଼ କ୍ଷତି ବୋଲି ପ୍ରକାଶ କରିଛନ୍ତି । ଏପରି ପଦକ୍ଷେପକୁ ସର୍ବସାଧାରଣ ଓ ବିଜେପି କର୍ମୀ କହିଛନ୍ତି ଯେ ଯେତେ ଯାହା ଖରାପ ପରିସ୍ଥିତି ହେଉ ନା କାହିଁ ଇରାନୀ ରାୟ ସଦା ସର୍ବଦା ଲୋକଙ୍କ ସୁଖ ଦୁଃଖରେ ।

 

 

Leave a Reply

Your email address will not be published. Required fields are marked *