ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ଏବଂ ଧଳାପଥର ଅଞ୍ଚଳର ଭାରତୀୟ ଜନତା ଯୁବମୋର୍ଚ୍ଚା କର୍ମୀ ଙ୍କ ଦ୍ୱାରା ନୂତନ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ! ଭାରତୀୟ ଜନତା ରାଜ୍ୟ ଯୁବମୋର୍ଚ୍ଚା ର ନୂତନ ସଭାପତି ପଦ ପାଇଥିବା ଅଭିଳାଷ ପଣ୍ଡା ନିଜ ନିର୍ବାଚନ ମଣ୍ଡଳୀ ତଥା ତାଙ୍କ ଗ୍ରାମ କଣ୍ଟିଲୋ ନୀଳମାଧଵ ଜୀଉ ଗସ୍ତ ସମୟରେ କଳାପଥର ମୁଖ୍ୟ ବଜାର ଠାରେ କଳାପଥର ଏବଂ ଧଳାପଥର ର ବିଜେପି ଯୁବମୋର୍ଚ୍ଚା କାଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ !

Leave a Reply

Your email address will not be published. Required fields are marked *